19.1 C
Bhubaneswar
Thursday, February 12, 2026
Homeଓଡିଶାସୁରୁଖୁରୁରେ ଚାଲିଲା ବିଧାନସଭା

ସୁରୁଖୁରୁରେ ଚାଲିଲା ବିଧାନସଭା

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନରେ ଗୃହକାଯ୍ୟ ସୁରୁଖୁରୁରେ ଚାଲିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ  ପ୍ରଶ୍ନ ଜାରି ରଖିଛନ୍ତି ।  ବର୍ତ୍ତମାନ ଗୃହକାଯ୍ୟ ସୁରୁଖୁରୁରେ ଚାଲିଛି ।  ଆସନ୍ତାକାଲି ମିଶନଶକ୍ତିର ଗୈରୀକରଣକୁ ନେଇ ବିରୋଧୀ ହଟ୍ଟଗୋଳ କରାଥିଲେ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ବିଧାନସଭା। ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଯାଏଁ ମାଡିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking