17.1 C
Bhubaneswar
Tuesday, February 10, 2026
Homeଓଡିଶାଓଡିଶାରେ ୨୧୦୩ ଗୋଟି ହାତୀ : ମନ୍ତ୍ରୀ

ଓଡିଶାରେ ୨୧୦୩ ଗୋଟି ହାତୀ : ମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ଅଛନ୍ତି ୨୧୦୩ ଗୋଟି ହାତୀ  । ୨୦୨୪ ନଭେମ୍ବର ସୁଦ୍ଧା ଅଛନ୍ତି ୨୧୦୩ ଗୋଟି ହାତୀ ।  ବର୍ଷକୁ ହାରାହାରି ମରୁଛନ୍ତି ୮୧ ହାତୀ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking