20.1 C
Bhubaneswar
Monday, February 9, 2026
Homeଓଡିଶାଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ : ମୁଖ୍ୟମନ୍ତ୍ରୀ

ଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ । ସରକାରଙ୍କ ପକ୍ଷରୁ  ଚାଷୀଙ୍କୁ ଆଳୁ  ବିହନ ଯୋଗାଇ ଦିଆଯାଉଛି । ଆମ ସରକାର ଯୁଗାନ୍ତକାରୀ ଶୀତଳଭଣ୍ଡାର ଯୋଜନା ଆଣିଛନ୍ତି । ରାଜ୍ୟର ସମସ୍ତ ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଏହା ସହ ସବୁ ଅଚଳ ଶୀତଳ ଭଣ୍ଡାରକୁ କାଯ୍ୟକ୍ଷମ କରାଯିବ । ଏଥିପାଇଁ ଏକ ଜଳସେଚନ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି । ବଲାଙ୍ଗୀରର ସୁକତେଲ , ନୟାଗଡର ସୁକୁମି , ବରଗଡର ଘଟକେଶ୍ୱର ଜଳସେଚନ ପ୍ରକଳ୍ପ କାଯ୍ୟକ୍ଷମ କରାଯିବ । ରାଜ୍ୟକୁ ଅଧିକରୁ ଅଧିକ ଚାଷୀଙ୍କ କ୍ଷେତକୁ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଖଇରି ବନ୍‌ଘନ , ବୃତାଙ୍ଗ , ଭାମକୁଣ୍ଡ , ମାଙ୍କଡା , ଖାରଖାଇ – ୨ ପରି କିଛି ନୂଆ ଜଳସେଚନପ୍ରକଳ୍ପ ପାଇଁ ଲକ୍ଷ୍ୟ ରଖାଯାଇଛି । କୃଷି ପାଇଁ ୧୪ ଜହାର ୮୬୧ କୋଟି ବ୍ୟୟବରାଦ ହୋଇଛି । କୃଷି ପାଇଁ ୧୪ ଜହାର ୮୬୧ କୋଟି  ବ୍ୟୟବରାଦ ହୋଇଛି ।

କୃଷି ଓ କୃଷକ ସଶକ୍ତିକରଣ ପାଇଁ ୧୪, ୭୦୧ କୋଟି ସହାୟତା ବ୍ୟୟବରାଦ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking