କୃଷି ଓ କୃଷକ ସଶକ୍ତିକରଣ ପାଇଁ ୧୪, ୭୦୧ କୋଟି ସହାୟତା ବ୍ୟୟବରାଦ

ଭୁବନେଶ୍ୱର:  ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଆମ ସରକାର ସୁଭଦ୍ରା ଭଳି ଯୋଜନା ଆପଣେଇଛନ୍ତି । ଆମେ ଏକ ସୁସ୍ଥ ସମାଜର ଗଠନ ପାଇଁ କାମ କରୁଛୁ । ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନ ଉନ୍ନତି ପାଇଁ ଆମେ କାମ କରିବୁ … Continue reading କୃଷି ଓ କୃଷକ ସଶକ୍ତିକରଣ ପାଇଁ ୧୪, ୭୦୧ କୋଟି ସହାୟତା ବ୍ୟୟବରାଦ