28.1 C
Bhubaneswar
Monday, February 9, 2026
Homeଓଡିଶାଆମ୍ବୁଲେନ୍ସକୁ ଧକ୍କା ଦେଲା ବସ୍‌

ଆମ୍ବୁଲେନ୍ସକୁ ଧକ୍କା ଦେଲା ବସ୍‌

ପିପିଲି: ଆମ୍ବୁଲେନ୍ସକୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଜଣେ ଶିଶୁ ସହ ୫ ଜଣ ଗୁରୁତର । ପୁରୀ – ଭୁବନେଶ୍ୱର ୩୧୬ ଜାତୀୟ ରାଜପଥରେ ଦୁର୍ଘଟଣା । ପିପିଲି ମଧୁବନ ଛକ ନିକଟରେ ଆମ୍ବୁଲେନ୍ସକୁ ଧକ୍କା ଦେଲା ବସ୍ । ସୁସ୍ଥ ହୋଇ ପରିବାର ସହ ହସ୍ପିଟାଲରୁ ଫେରିଥିଲେ ରୋଗୀ । ଘଟଣାସ୍ଥଳରେ ପିପିଲି ଓ ସାତଶଙ୍ଖ ଫାଣ୍ଡି ପୁଲିସ୍ ର ତଦନ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking