ଭୁବନେଶ୍ୱର: ରାଜ୍ୟରେ ୧୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ ବ୍ୟବସ୍ଥା । ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୨ଟିରେ ନାହିଁ ଆଇସିୟୁ । ଢେଙ୍କାନାଳ , ଝାରସୁଗୁଡା , ରାୟଗଡାରେ ନିର୍ମାଣଧୀନ ଚାଲିଛି । ରାଉରକେଲା ଆଇଜିଏଚରେ ନିର୍ମାଣଧୀନ ରହିଛି ଆଇସିୟୁ । ଏପ୍ରିଲ ୨୦୨୫ରୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ କାଯ୍ୟକାରୀ ହେବ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।










