30.1 C
Bhubaneswar
Friday, February 13, 2026
Homeଓଡିଶାକାଉଣ୍ଟରରେ ଟିକେଟ ନାହିଁ :  କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ

କାଉଣ୍ଟରରେ ଟିକେଟ ନାହିଁ :  କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ

କଟକ : କାଉଣ୍ଟରରେ  ଟିକେଟ ନାହିଁ ହେଲେ  ଏଯାଏଁ ଲୋକଙ୍କ ପ୍ରବଳ ଭିଡ । ପୋଲିସକୁ ପାଣି ପିଆଦେଲେଣି କ୍ରିକେଟ ପ୍ରେମୀ । ଗତକାଲି   ଅଫଲାଇନରେ ୧୦ ହଜାର ୮୦ ଟିକେଟ ବିକ୍ରି ହେବା ପରେ  କାଉଣ୍ଟର ବନ୍ଦ ହୋଇଗଲାଣି । ବୁଧବାର ଅଫଲାଇନ୍ ଟିକେଟ ବିକ୍ରିର ପ୍ରଥମ ଦିନରେ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।  ପୂର୍ବଦିନ ରାତିରୁ ମହୖଳା ପୁରୁଷ ସବୁ ଲାଇନ ଲଗାଇଥିଲେ। ହେଲେ ଭିଡ ଏତେ ହେଲା ଯେ, ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡିଲା। କିଛି ବ୍ୟକ୍ତି ଭିଡ ଭିତରେ ଚେତାଶୂନ୍ୟ ହୋଇପଡିଲେ। ଚଢାଚଢି ପରିସ୍ଥିତି ହେବାରୁ ବାଧ୍ୟହୋଇ ପୋଲିସ ପାଣିମାଡ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking