19.1 C
Bhubaneswar
Monday, December 8, 2025
Homeଓଡିଶାନୂଆ ରୂପରେ  ବର୍ଣ୍ଣବୋଧ

ନୂଆ ରୂପରେ  ବର୍ଣ୍ଣବୋଧ

ଭୁବନେଶ୍ୱର : ନୂଆ ଶୋଭନ ସଂସ୍କରଣର  ହେଲା ଲୋକାର୍ପଣ । ଡିଜିଟାଲ ସଂସ୍କରଣର ମଧ୍ୟ ଉନ୍ମୋଚନ ହେବ ।  ଏହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମ ତିଥି ଅବସରରେ  ତାଙ୍କ ରଚିତ ମଧୁ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏଥିସହିତ ଓଡିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ  ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।  ଏହି ଅବସରରେ ମୋହନ ମାଝୀ କହିଛନ୍ତି ମା ମାତୃଭାଷା , ମାତୃଭୁମି ସବୁଠୁ ବଡ ପରିଚୟ ।  ଏହାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ।  ଓଡିଆ ଭାଷା ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ  ମଧୁସୂଦନ ରାଓ ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ ଆର୍ଥିକ ଏବଂ  ଶୈକ୍ଷିକ ସ୍ଥିତି ଜାଣିବାକୁ ପଡିବ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking