22.1 C
Bhubaneswar
Thursday, February 12, 2026
Homeଓଡିଶାଆଦିବାସୀ ବିସ୍ଥାପିତ ପରିବାର :ଟାଟା କମ୍ପାନୀକୁ ଦେଲେ ଜବlବ

ଆଦିବାସୀ ବିସ୍ଥାପିତ ପରିବାର :ଟାଟା କମ୍ପାନୀକୁ ଦେଲେ ଜବlବ

ଯାଜପୁର:ଯାଜପୁର ଜିଲ୍ଲା ରେ ଆଇନ ଶୃଙ୍ଖଳା ବିଗିଡି ବା ରେ ଲାଗୁଚି ବିଭିନ୍ନ ଅଂଚଳ ରେ ଅନ୍ଧୋଲଣ ମୁଣ୍ଡ ଟେକିଛି ଡବଲ ଇଞ୍ଜିନ ସରକାର ଆସିଲା ପରେ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ବିଭନ୍ନ ସଙ୍ଗଠନ ସ୍ଥାନୀୟ ସମସ୍ୟା ନେଇ ରାଜ ରାସ୍ତା କୁ ଓହ୍ଲାଉ ଛନ୍ତି ବର୍ତ୍ତମାନ କଳିଙ୍ଗ ନଗର ଅଞ୍ଚଳ ରେ ଅଶାନ୍ତ ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଛି ଏହା ଜିଲ୍ଲା ପୋଲିସ୍ ପ୍ରଶାସନ ର ମୁଣ୍ଡ ବ୍ୟଥା କାରଣ ସାଜିଛି l ବିସ୍ଥାପିତ ପରିବାର ମାନଂକ ଟାଟା ଷ୍ଟିଲ କାରଖାନା ବିରୁଦ୍ଧ ରେ ଅନ୍ଧୋଲଣ ରାଜ୍ୟ ସରକାର ଙ୍କୁ ଅଡୁଆ ରେ ପକାଇଛି ବିସ୍ଥାପିତ ପରିବାରଙ୍କୁ ଙ୍କ ସମସ୍ୟା ଓ ଦାବିଗୁଡିକୁ ଟାଟା ଷ୍ଟିଲ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ପୂରଣ କରିବାରେ ସଫଳ ହୋଇ ହେବାରୁ ବିସ୍ଥାପିତ ମାନେ ନିଜର ହକ ପାଇଁ ଟାଟା ଷ୍ଟିଲ ଓ ନିଳାଚଳ କାରଖାନା ପାଠକ ସମ୍ମୁଖ ରେ ଧାରଣା ଦେଇ ଅବରୋଧ କରି ଥିଲେ l ଟାଟା ସୁରକ୍ଷା କର୍ମଚାରୀ ମାନେ ବିସ୍ଥାପିତ ପରିବାର ମାନଙ୍କୁ ମାଡ ମାରିବା ରୁ ସେଠାରେ ଉତ୍ତେଜା ପ୍ରକାଶପାଇ ଥିଲା ଟାଟା ଷ୍ଟିଲ ସୁରକ୍ଷା କର୍ମଚାରୀ ମାଡ ରେ ମହିଳା ମାନେ ଆହାୟତ ହେବାରୁ ବିଭନ୍ନ ଅଧିବାସୀ ସଂଗଟନ ଏକ ହୋଇ ଏହା କୁ ବିରୋଧ କରି ଥିଲେ l ଜିଲ୍ଳା ପ୍ରଶାସନ ପୋଲିସ୍ ପ୍ରଶାସନ ସେମାନଙ୍କୁ ଦୁଇ ଦିନ ଧରି ବିସ୍ଥାପିତ ପରିବାର ମଧ୍ୟରେ ରେ ଆଲୋଚନ କରି ବିଫଳ ହେବା ରୁ ଗୁରୁ ବାର ସନ୍ଧ୍ୟା ରେ ପୋଲିସ୍ ପ୍ରଶାସନ ବଳ ପୁର୍ବ କ ଘୋଡାଇ ଦେଇ ଥିଲା କାରଖାନାରେ ପସି ରହି ଥିବା କର୍ମଚାରୀଙ୍କ ମାନଂକୁ ବାହାର କରି ଥିଲା ପୋଲିସ୍ ଫୋର୍ସ କାରଖାନାଫାଟକ ରେ ଚଉଣୀ କରୁଚି ବିସ୍ଥାପିତ ପରିବାର ଅଧିବାସୀ ମାନଂକ ବିଭନ୍ନ ସଂଗଟନ ବୀର ଭୂମୀ ଠାରେ ମେଲି ବାନ୍ଧି ନିଜର ହକ ପାଇଁ ଟାଟା ଷ୍ଟିଲର ବିରୋଧ ରେ ଆଗାମୀ ଦିନରେ ଠିକଣା ଜବାବ ଦେବା ପାଇଁ ଯୋଜନା ପ୍ରସ୍ତୁତ କରି ଅନ୍ଧୋଲଣ କୁ ତୀବ୍ର ତର କରିବା ପାଇଁ ମନସ୍ଥ କରିଚନ୍ତି ରାଜ୍ୟ ସରକାର ଟାଟା ଷ୍ଟିଲ କର୍ତ୍ତୁପକ୍ଷ ବିସ୍ଥାପିତ ପରିବାର ମାନଂକ ଦାବି କୁ ପୂରଣ ନ କରନ୍ତି ଆଗମୀ ଦିନରେ ଦୁତିୟ କଳିଙ୍ଗ ନଗର ପରିସ୍ଥିତି ନ ଉପୂଜିବ ଏହା ଏଡାଇ ଡିଆ ନ ପାରେ!

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking