14.1 C
Bhubaneswar
Sunday, December 7, 2025
Homeଓଡିଶାସିବିଆଇ ତଦନ୍ତ ହେଲେ  ସବୁ ସ୍ପଷ୍ଟ ହେବ- ଜୟନାରାୟଣ

ସିବିଆଇ ତଦନ୍ତ ହେଲେ  ସବୁ ସ୍ପଷ୍ଟ ହେବ- ଜୟନାରାୟଣ

ଭୁବନେଶ୍ୱର : ସିବିଆଇ ତଦନ୍ତ ହେଲେ  ସବୁ ସ୍ପଷ୍ଟ ହେବ  କହିଛନ୍ତି ଜୟନାରାୟଣ ମିଶ୍ର । ସେହିପରି ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର ।ପୂର୍ୱତନ ବିଧାୟକ ସନ୍ତୋଷ  ସିଂ  ସାଲୁଜା ବୟାନ  ରଖିଛନ୍ତି ।  ଷଡଯନ୍ତ୍ର ଜରିଆରେ ନବ ଦାସଙ୍କୁ ହତ୍ୟା ହୋଇଛି । ତାଙ୍କୁ ଝାରସୁଗୁଡା  କୋଲ ଏରିଆ ଛାଡିବାକୁ  କୁହାଯାଉଥିଲା । ତତ୍କାଳୀନ ଝାରସୁଗୁଡା କଲେକ୍ଟର ଓ ଏସପି  କହୁଥିଲେ । ଗୋପାଳ କାହିଁକି ହତ୍ୟା କଲା ଏହା ସାଲୁଜା ପ୍ରଶ୍ନ ଉଠାଇଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking