ନୟାଗଡ : ପୁରୀ ଶ୍ରୀମନ୍ଦିରକୁ ବାହାରିଲଲା ପ୍ରଥମ କାଠ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଗଲା । ପ୍ରଥମ ପଯ୍ୟାୟରେ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ଗଲା । ସରସ୍ୱତୀ ପୂଜା ପୂର୍ୱରୁ ରଥଖଳାରେ ଖଆଠ ପହଞ୍ଚିବା ବିଧି ରହିଛି ।