21.1 C
Bhubaneswar
Tuesday, February 3, 2026
Homeଓଡିଶାକୁମକୀ ହାତୀ ‘ଭବାନୀ’ର ମୃତ୍ୟୁ

କୁମକୀ ହାତୀ ‘ଭବାନୀ’ର ମୃତ୍ୟୁ

ମୟୁରଭଞ୍ଜ : ଶିମିଳିପାଳରେ  କୁୁମକୀ ହାତୀ  ‘ଭବାନୀ’ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ  ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ ଭବାନୀର ମୃତ୍ୟୁ ହୋଇଛି । ୨୦୦୧ରେ କଣ୍ଣାଟକରୁ ଓଡିଶା ଆସିଥିଲେ ଭବାନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking