13.1 C
Bhubaneswar
Sunday, December 7, 2025
Homeଓଡିଶା୪ ଅପହୃତ ଯୁବକ ଉଦ୍ଧାର

୪ ଅପହୃତ ଯୁବକ ଉଦ୍ଧାର

ଗଞ୍ଜାମ : ଦିଲ୍ଲୀର ଯୁବକ କିନ୍ତୁ ତାଙ୍କୁ ଗଞ୍ଜାମରେ ଅପହରଣ କରାଯାଇଛି। ଗଞ୍ଜାମ ଚିକିଟିଗଡ ଅଞ୍ଚଳରେ ଅପହରଣକାରୀ ମାନେ ୪ ଜଣଙ୍କୁ ଅଟକ ରଖିଥିଲେ। କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ସହଯୋଗରେ ପୁଲିସ୍ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ୪ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ନୂଆଗଁ ପୁଲିସ୍। ୪ ଦିନ ତଳୁ ୪ ଜଣଙ୍କୁ ଦୁର୍ବୁତ୍ତ ମାନେ ଅପହରଣ କରି ରଖିଥିଲେ। ତେବେ ସେମାନେ କିଏ , ଏବଂ କାହିଁକି ଅପହରଣ କରିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୁଲିସ୍ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking