32.7 C
Bhubaneswar
Thursday, June 25, 2026
Homeଓଡିଶାଦୁର୍ଘଟଣାରେ ୨ ନାବାଳିକା ମୃତ

ଦୁର୍ଘଟଣାରେ ୨ ନାବାଳିକା ମୃତ

ବଣାଇ: ସ୍କୁଟିକୁ ଧକ୍କା ଦେଇଛି ଟ୍ରକ । ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଲହୁଣିପଡା ରଜାମଣ୍ଡା ବାଇପାସ୍ ନିକଟରେ ଦୁର୍ଘଟଣାଟି ଘଟିଛି । ଆଉ ଜଣେ ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି ହୋଇଛି । ମୃତକଙ୍କ ବୟସ ୧୨ ଓ ୮ ବର୍ଷ । ସମସ୍ତେ ଗୋଟିଏ ପରିବାରର ଅଟନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking