23.1 C
Bhubaneswar
Thursday, March 5, 2026
Homeଓଡିଶାଡବଲ ଡେକର ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଡବଲ ଡେକର ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡବଲ ଡେକର ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫ଟି ଡବଲ ଡେକର ,  ୧୦ଟି ବପ ଅନ ହପ ଅଫ ବସର ଶୁଭାରମ୍ଭ  କରିଛନ୍ତି । ଏଥିସହ ୨୫ ଟି ଶ୍ରୀ ମନ୍ଦିର ପ୍ରଶାସନ ବସର ଶୁଭାରମ୍ଭ  କରିଛନ୍ତି । ଡବଲ ଡେକର ବସରେ ପ୍ରବାସୀ ଯାତାୟତ କରିବେ । ଏହି ଡବଲ ଡେକର ବସକୁ ଥରେ ଚାର୍ଜ କଲେ ୨୦୦ କିଲୋମିଟର ଯିବ । ଗାଡକଣରୁ ଜନତା ମଇଦାନ ପଯ୍ୟନ୍ତ ଡବଲ ଡେକରରେ ଯାତ୍ରା କରିଥୁଲେ ମୁଖ୍ୟମନ୍ତ୍ରୀ , ବିଭାଗୀୟ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking