27.1 C
Bhubaneswar
Monday, March 23, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କେବେବି ଗୋଟିଏ ଷଣ୍ଡକୁ ଅଗଆଡୁ ଆଉ ଗୋଟିଏ ଘୋଡାକୁ
ତାର ପଛପାଖରୁ କେବେ ସାମ୍ନା କରିବନାହିଁ ଆଉ ଗୋଟିଏ ମୂର୍ଖକୁ କୌଣସି ଦିଗରୁ କେବେ ବି ସାମ୍ନା କରିବାକୁ ସାହସ କରିବ ନାହିଁ ll
ଗୋଟିଏ ସଫଳତମ ଜୀବନଠୁ ଆତ୍ମସନ୍ତୋଷ ଭରା ଜୀବନ କେତେ ଗୁଣରେ ଭଲ କାରଣ ସଫଳତା ଅନ୍ୟମାନଙ୍କ ଦ୍ବାରା ପରିମାପ କରାଯାଏ କିନ୍ତୁ ଆତ୍ମସନ୍ତୋଷ ନିଜ ହୃଦୟ ,ମନ ଦ୍ବାରା ପରିମାପ କରାଯାଏ ll
ଭାବନାନୁସାରେ ଠାକୁର ଶକ୍ତିଙ୍କର ଅଭ୍ୟୁଥାନ ଘଟିଥାଏ । ଆମ ଭାବନା ଯେପରି ହେବ ଠିକ୍ ସେଇପରି ଆକୃତି ବିଶିଷ୍ଟ ଦେବଦେବୀ ଆମକୁ ଦେଖାଯିବେ !!

ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି !!.
ବୋହିଗଲା ପାଣି ଆଉ ଫେରିଗଲା ସମୟ ଏକା ପରି।ସମୟ ଚକ୍ରରେ ସମସ୍ତେ କ୍ରୀତଦାସ ।ଯେତେବେଳେ ସମୟ ଥାଏ ସେତେବେଳେ ଗ୍ୟାନ ନଥାଏ ଆଉ ଯେତେବେଳେ ଗ୍ୟାନ ଥାଏ ସେତେବେଳେ ସମୟ ନଥାଏ।*

ସବୁ ଜିନିଷର ମୂଲ୍ୟ ସମୟ ଆସିଲେ ହିଁ ଜଣା ପଡ଼ିଥାଏ ଏଇ ଯେମିତି OXYGEN ସବୁ ଦିନ ମାଗଣାରେ ମିଳିଯାଏ ତ ତା’ର ମୂଲ୍ୟ କେହି ବୁଝନ୍ତି ନାହିଁ ମୂଲ୍ୟ ବୁଝନ୍ତି ଯେତେବେଳେ Hospital ରେ ସେ ମହଙ୍ଗା ପଡ଼ିଯାଏ।
ଏଇ ଦୁନିଆଁରେ ଗୋଟିଏ ହାତରେ ତାଳି ବାଜେନା ଦୁଇଟି ହାତର ଆବଶ୍ୟକ ହୋଇଥାଏ। ଆମେ ନିଜର ଭୁଲ୍ କୁ ଲୁଚେଇ ଅନ୍ୟକୁ ଦୋଷୀ କଲେ ହୁଏତ ଦୁନିଆଁ ଦାଣ୍ଡରେ ଦୋଷ ମୁକ୍ତ ହୋଇଯିବା,କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ।

ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା ଯେତେ ପର୍ଯ୍ୟନ୍ତ ଆମେ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଥିବା ତେବେ ଆମ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ।*

ନବ ବର୍ଷ ଦେଶ ବା ରାଜ୍ୟ ବାସି ଙ୍କ ପାଈ ମଂଗଳ ହେଉ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking