24.1 C
Bhubaneswar
Sunday, December 7, 2025
Homeଓଡିଶାମାର୍ଚ୍ଚ ଯାଏଁ ମଣ୍ଡି ଖୋଲା – ମନ୍ତ୍ରୀ

ମାର୍ଚ୍ଚ ଯାଏଁ ମଣ୍ଡି ଖୋଲା – ମନ୍ତ୍ରୀ

ଭୁବନେଶ୍ୱର : ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ  ନିଶ୍ଚୟ ମିଳିବ  କ୍ଷତିପୂରଣ । ଏନେଇ ଖାଦ୍ୟ ଯୋଗାଣ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଆହୁରି କହିଛନ୍ତି , କୌଣସି ଚାଷୀ ବ୍ୟସ୍ତ ବିବ୍ରତ ହେବାର ନାହିଁ । ଟୋକନ ଅବଧି ପାଇଁ  ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ମାର୍ଚ୍ଚ ଯାଏଁ ଧାନମଣ୍ଡି ଖୋଲାଥିବାରୁ  ବ୍ୟସ୍ତ ହେବାର ନାହିଁ କହିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking