22.1 C
Bhubaneswar
Friday, February 13, 2026
Homeଓଡିଶାଟ୍ରେନରେ କଟି ବୃଦ୍ଧା ମୃତ

ଟ୍ରେନରେ କଟି ବୃଦ୍ଧା ମୃତ

ସୁବର୍ଣ୍ଣପୁର  :  ନରସିଂହଗଡ ରେଳ ଷ୍ଟେସନରେ ଅଘଟଣ ।ମୃତ ବୃଦ୍ଧା ଜଣଙ୍କ ହେଲେ ରତିକା ପୋଢ଼। ତାଙ୍କ ଘର ଖମ୍ବେଶ୍ୱରୀପାଲି ଗାଁର ବୋଲି ଜଣାଯାଇଛି। ଆଜି ସକାଳେ ବୃଦ୍ଧା ଜଣଙ୍କ ରେଲୱେ ଟ୍ରାକ୍ ପାର ହୋଇ ନିଜ ବିଲକୁ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା। ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking