28.1 C
Bhubaneswar
Monday, May 4, 2026
Homeଓଡିଶାରାମଚନ୍ଦ୍ର କାଡାମଙ୍କ ଚେତାବନୀ

ରାମଚନ୍ଦ୍ର କାଡାମଙ୍କ ଚେତାବନୀ

ଭୁବନେଶ୍ୱର ; ଆମ୍ବେଦକରଙ୍କୁ  ନେଇ ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ  ପ୍ରେସମିଟରେ ରାମଚନ୍ଦ୍ର କାଡାମଙ୍କ ଚେତାବନୀ  ା ନିଜ ପଦରୁ ଇସ୍ତଫା  ପ୍ରଦାନ ଦିଅନ୍ତୁ ଅମିତ ଶାହ । ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ  ଇସ୍ତଫା ନଦେଲେ ଜନଆନ୍ଦୋଳନ କରିବୁ ।  ରାହୁଲ ଗାନ୍ଧୀ ଜଣେ ସାଂସଦ , ସେନିଜ କାମ କରୁଛନ୍ତି । ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଠେଲି ନାହାଁନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking