ଭୁବନେଶ୍ୱର : ଭୁଲ ମାଗି ପ୍ରାୟଶ୍ଚିତ କରନ୍ତୁ । ଆମ୍ବେଦକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡି ବିଧାୟକ ରାଜା ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଆମ୍ବେଦକର ଦେଶର ସମ୍ବିଧାନ ତିଆରି କରିଛନ୍ତି । ଆମମାନଙ୍କ ପାଇଁ ଆମ୍ବେଦକର ଭଗବାନ । ତାଙ୍କୁ ଅପମାନିତ କରିବା ଦୁଃଖଦାୟକ । ଅପମାନିତ କରିଥିବାରୁ ଭୁଲ ମାଗି ପ୍ରାୟଶ୍ଚିତ କରନ୍ତୁ କହିଛନ୍ତି ବିଜେଡି ବିଧାୟକ ରାଜା ସ୍ୱାଇଁ । ।










