36.1 C
Bhubaneswar
Thursday, March 5, 2026
Homeଓଡିଶାପାଠ ଚାକିରି ପାଇଁ ନୁହେଁ , ଶିକ୍ଷିତ ହେବା ପାଇଁ – ରାଷ୍ଟ୍ରପତି

ପାଠ ଚାକିରି ପାଇଁ ନୁହେଁ , ଶିକ୍ଷିତ ହେବା ପାଇଁ – ରାଷ୍ଟ୍ରପତି

ମୟୁରଭଞ୍ଜ:  ରାଇରଙ୍ଗପୁର ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ନିଜର  ଅଭିଭାଷଣ ରଖିଛନ୍ତି । ଅଭିଭାଷମରେ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ପାଠ କେବଳ ଚାକିରି ପାଇଁ ନୁହେଁ , ଶିକ୍ଷିତ ହେବା ପାଇଁ ପାଇଁ ଆବଶ୍ୟକ । ସମାଜରେ ବଡ ହେବାକୁ ହେଲେ ନାଁକୁ ବଢାଇବାକୁ ପଡିବ । ଏବେ ପାଠପଢା ପାଇଁ ବହୁତ ସୁବିଧା ହେଲାଣି । ବହୁତ ସହେଯାଗ ମିଳୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking