ଭୁବନେଶ୍ୱର : ପଇଡ ପାଣିରେ ହାଇଡ୍ରେଟିଂ ଏବଂ ଆଣ୍ଟିଅକ୍ସିଡାଣ୍ଟଗୁଣ ଚର୍ମ ଓ କେଶକୁ ଚକାଚକ ରଖିବାରେ ସାହାଯ୍ୟ କରେ । ଏହାଛଡା ଆପେଟ ପାଇଁ ବହୁତ ଭଲ । ଏବଂ ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ । କିନ୍ତି ଶୀତଦିନେ ପିଇଲେ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ । ଲୋକମାନେ ଶୀତଦିନେ କମ ପାଣି ପିଇଥାନ୍ତି । ନଡିଆ ପାଣିରେ ପୋଟାସିୟମ , ମ୍ୟାଗ୍ନସିୟମ , କ୍ୟାଲସିୟମ ପରି ଭିଟାମିନ୍ସ ଥାଏ । ଏହି ପରିସ୍ଥିତିରେ ନଡିଆ ପାଣି ଆରାମ ଯୋଗାଇବାରେ ସାହାଯ୍ୟକରେ ।