30.1 C
Bhubaneswar
Tuesday, February 3, 2026
Homeଓଡିଶାମେଡିକାଲରୁ ପୁଣି  ନବଜାତ ଶିଶୁ ଚୋରି

ମେଡିକାଲରୁ ପୁଣି  ନବଜାତ ଶିଶୁ ଚୋରି

ନୟାଗଡ : ମେଡିକାଲରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ ଆସିଛି । ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି ।  ଶିଶୁ ଜନ୍ମ  ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଯାଇଥିଲା । ଜନ୍ମ ପରେ ନବଜାତର ଫଟୋ ରଖିଥିଲେ  ପରିବାର । ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ପୂର୍ୱରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking