35.1 C
Bhubaneswar
Monday, March 23, 2026
Homeଅପରାଧବିଷ ଦେଇ ନବବଧୂକୁ ହତ୍ୟା

ବିଷ ଦେଇ ନବବଧୂକୁ ହତ୍ୟା

ବିନିକା: ଏତେ ଆଇନ ,କଟକଣା, ସତ୍ୱେ ବି ପୁଣି ଘଟିଛି ଏକ ମର୍ମନ୍ତୁଦ ଘଟଣା । ଯୌତୁକ ପାଇଁ ନବବଧୂ କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିନିକା ଥାନା ଚରଦା ଗାଁ ରେ ନବବଧୂକୁ ହତ୍ୟା ଅଭିଯୋଗ ଆସିଛି । ତେବେ ସୂଚନା ମୁତାବକ ନବବଧୂ କୁ ବୁର୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା , ହେଲେ ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ର ମୃତ୍ୟୁ ଘଟିଛି । ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନବବଧୂଙ୍କ ମା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking