25.1 C
Bhubaneswar
Tuesday, February 3, 2026
Homeଓଡିଶାବେଣା ପୁର ବାଇପାସ୍ ରାସ୍ତା ମରଣ ଜନ୍ତା ପାଲଟିଛି

ବେଣା ପୁର ବାଇପାସ୍ ରାସ୍ତା ମରଣ ଜନ୍ତା ପାଲଟିଛି

ଯାଜପୁର : ପାଣି କୋଇଲି ରାଜ ମୁଣ୍ଡା ୨୦  ନମ୍ବର ଜାତୀୟ ରାଜପଥ ର ବେଣl ପୁର ବାଇ ପାସ ରାସ୍ତା ମରଣ ଯନ୍ତା ପଳିଟି ଏହି ରଷ୍ଟ ର ମରାମତି କରିବା ସଙ୍ଗେ ନିର୍ମିତ ଓଭର ବ୍ରିଜ ନିର୍ମାଣ ଶେଷ ହୋଇଛି ଏହା କୁ ଉଦ୍ ଘାଟନ କରିବା ପାଇଁ କୋରାଇ ବ୍ଲକ୍ ରେ ଅନୁଷ୍ଟିତ ଜିଲ୍ଲା ପାଳ ଙ୍କ ଜନ ଶୁଣାଣି ରେ କୋରାଇ ସଂଗ୍ରାମ ସମିତି ଵିଦ୍ୟା ଧର ମହାନ୍ତି ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଅଭିଯୋଗ ପତ୍ର ଦେଇଛନ୍ତି l ୧୫ ଦିନ ମଧ୍ୟ୍ୟ ରେ ବାଇ ପାସ ରାସ୍ତ ମରା ମତି କାରା ନଗଲେ କୋରାଇ ସଂଗ୍ରାମ ସମିତି ଜାତୀୟ ରାଜପଥ ଅବରୋଧ କରିବ ବୋଲି ଦାବି ପତ୍ର ରେ ଜିଲ୍ଲା ପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଜାତୀୟ ରାଜପଥ କୁ ବେଣl ପୁର ଛକ ଠାରେ ୫ଟୀ ରାସ୍ତା ସଂଯୋଗ କରୁଛି ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏଠାରେ ଓଭର ବ୍ରିଜ ନିର୍ମାଣ କରି ନ ଥିଲା କୋରାଇ ସଂଗ୍ରାମ ସମିତି ଅନ୍ଧୋଳାନ କରି ଥିଲା l ରାସ୍ତା ଅବରୋଧ କରି ଥିଲା ତତ୍ କାଳୀନ କଳିଙ୍ଗ ନଗର ଏ ଡି ଏମ ଘଟଣା ସ୍ଥଳ କୁ ଆସି ଜାତୀୟ କର୍ତ୍ତୃପକ୍ଷ ଙ୍କ ସହ କୋରେଇ ସଂଗ୍ରାମ ସମିତି ସହ ଆଲୋଚନା କରିଥିଲେ ଓ ଏଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରତି ଶ୍ରୁତି ଦେଇ ଥିଲେ l ଓଭର ବ୍ରିଜ ନିର୍ମାଣ ପାଇଁ ବେଣl ପୁର ଠାରେ ଦୁଇଟି ବାଇପାସ ନିର୍ମାଣ କାରା ଯାଇ ଥିଲା ଏବେ ଓଭର ବ୍ରିଜି ନିର୍ମାଣ ଶେଷ ହୋଇଛି l ଏହା କୁ କାର୍ଯ୍ୟ କ୍ଷେମ କାରା ଯାଉ ନାହିଁ ବାଇ ପାସ ରାସ୍ତା ଦୁଇଟି ରେ ବଡ଼ ବଡ଼ ଗାଢ଼ ସୃଷ୍ଟି ହୋଇଛି ସଂପୂଣ୍ଣ ପିଚୁ ଉଠି ଯାଇଚି l ଜାନ ବାହନ ଅନ ବରତ ଚଳାଚଳ କରୁ ଥିବାରୁ ରାସ୍ତା ରୁ ଧୁଳି ଉଡୁଛି ଏହି ରାସ୍ତା ରେ ତିନି ଜଣ ଦୁର୍ଘଟଣl ରେ ପ୍ରାଣ ଯାଇଚି ତଥାପି ଜାତୀୟ ରଜ ପଥ ର କର୍ତ୍ତ୍ତୁପକ୍ଷ ଚେତା ପଶୁ ନାହିଁ l ରାସ୍ତା ପାଣି ଚିଞ୍ଚନ କାରା ଯାଉନାହି ଜଗୁଆଳି ବେବସ୍ତା ନ ଥିବାରୁ ଦକ୍ଷିଣ ପଟୁ ଆସୁ ଥିବା ଜlନ ବlହlନ ଉତ୍ତର ପଟୁ ଯାଉ ଥିବା ଜlନ ବlହlନ ସହିତ ଧକ୍କା ହୋଇ ଦୂର୍ଘଟଣ। ଘଟୁଛି ବାଇ ପାସ ରାସ୍ତା ରେ ଯିବା ଆସିବା କୁ ସୁରକ୍ଷିତ ମଣୁ ନାହାଁନ୍ତି l ତୁରନ୍ତ ଏହି ରାସ୍ତା ମରା ମତି କରି ବା ସଂଗେ ଓଭର ବ୍ରିଜ କୁ ଉଦ୍ଦୁ ଘାଟନ କରିବା ପାଇଁ କୋରାଇ ସଂଗ୍ରାମ ସମିତି ର ସଭାପତି ଵିଦ୍ୟା ଧର ମହାନ୍ତି ସଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଦାବି କରିଛନ୍ତି l ୧୫ଦିନ ମଧ୍ୟ ରେ ଦାବି ପୁରଣ ନ ହେଲେ କୋରେଇ ସଂଗ୍ରାମ ସମିତି ୨୦ ନମ୍ବର ଜାତୀୟ ରାଜପଥ କୁ ବେଣl ପୁର ଛକ ଠାରେ ଅବରୋଧ କରିବ ପାଇଁ ଜିଲ୍ଲା ପାଳ ଙ୍କୁ ଜନ ଶୁଣାଣି ଶିବିର ରେ ଲିଖିତ ଅଭିଯୋଗ କରିଛନ୍ତି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking