22.1 C
Bhubaneswar
Saturday, February 14, 2026
Homeଓଡିଶାନକ୍ସଲଙ୍କ ସହିଦ ସ୍ତମ୍ବ ଧ୍ୱଂସ କଲେ ଯବାନ

ନକ୍ସଲଙ୍କ ସହିଦ ସ୍ତମ୍ବ ଧ୍ୱଂସ କଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସାମାନ୍ତ ଛତିଶଗଡର  ବିଜାପୁର ଜିଲ୍ଲାରେ  ଦ୍ୱାରା ନିର୍ମାଣ କରାଯାଇଥିବା ସହିଦ  ସ୍ତମ୍ବକୁ ଧ୍ୱଂସ କରିଥିଲେ । ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ବ ନିର୍ମାଣ କରାଯାଇଥିଲା । ସର୍ଚ୍ଚ ଅପରେସନରେ ବାହାରିଥିବା ଏସଟିଏଫ, ଡିଆରଜି,ସିଆରପିଏଫ ଯବାନ ଏତେ ବଡ଼ ସହିଦ ସ୍ତମ୍ଭକୁ ଦେଖି ଆଶ୍ଚର‌୍ୟ୍ୟ ହୋଇଥିଲେ। ତୁରନ୍ତ ଜେସିବି ଆଣି ଏହି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ। ଏଣେ ମାଓ ଦମନରେ ବି ଯବାନ ସଫଳତା ପାଉଛନ୍ତି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking