20.1 C
Bhubaneswar
Wednesday, December 25, 2024
Homeଓଡିଶାଶୀତଦିନେ କେଉଁ ଫଳ ଖାଇବା ଉଚିତ ଆସନ୍ତୁ ଜାଣିବା ..

ଶୀତଦିନେ କେଉଁ ଫଳ ଖାଇବା ଉଚିତ ଆସନ୍ତୁ ଜାଣିବା ..

ଭୁବନେଶ୍ୱର :  ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ  ଅତ୍ୟନ୍ତ ଲାଭଦାୟକ ହୋଇଥାଏ  ।  ପ୍ରତ୍ୟକ ଋତୁର ଋତୁକାଳୀନ ଫଳ ରହିଛି  । ସବୁଠୁ ବଡ କଥା ଏହା ଯେ  ଶୀତଦିନେ  ଆମର ରୋଗ ପ୍ରତିରୋଧକ  ଶକ୍ତି  ବଢାଇବାରେ ଋତୁକାଳୀନ  ଫଳ ଖାଇବା ଉଚିତ । ଶରୀରକୁ  ଅନେକ ସମୟରେ  ସଂକ୍ରମଣରୁ ରକ୍ଷା କରିବାରେ  ଶକ୍ତିଶାଳୀ  ପ୍ରତିରକ୍ଷା ସହାୟକ ହୋଇଥାଏ । ତେବେ ଶୀତ ଦିନେ  କେଉଁ ଫଳ ଖାଇବା ଉଚିତ ଆସନ୍ତୁ ଜାଣିବା  । କମଳା ଏକ ଋତୁକାଳୀନ  ଫଳ ।  ଶୀତଦିନେ କମଳା ଖାଇବା ସ୍ୱାସ୍ଥ୍ୟ ପାଇଁ  ଲାଭଦାୟକ ବୋଲି ବିବେଚନା କରାଯାଏ ।  ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମନ ସି କମଳା ରହିିଥାଏ  । ଏହାଛଡା ପ୍ଲମ  ଏକ ଫଳ ଯେଉଁଥିରେ  ଆଣ୍ଟିଅକ୍ସିଡାଣ୍ଟ ଭରପୁର ଅଟେ ।  ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।  ଶରାରରୁ ମଜଭୁତ ରଖେ ।  ଶାତଦିନେ କଦଳୀ ଖାଇବା ମଧ୍ୟ  ଲାଭଦାୟକ ଅଟେ ।  ପ୍ରତିଦିନ ଗୋଟିଏ କଦଳୀ ଖାଇବା  ଆପଣଙ୍କ ଶରୀରକୁତ୍ତତତକ୍ଷଣାତ  ଶକ୍ତି ଯୋଗାଇଥାଏ ।  ଡାଳିମ୍ବ ରକ୍ତ ସମ୍ଭନ୍ଧୀୟ  ସମସ୍ୟାର ସମ୍ଭାବନା ଯଥେଷ୍ଟ  ବୃଦ୍ଧି  ପାଇଥାଏ ।  ଏହାଛଡା  ଡାଳିମ୍ବ ଚର୍ମର ଉନ୍ନତି ଏବଂ  ଓଜନ ହ୍ରାସ  କରିବାରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking