34.1 C
Bhubaneswar
Sunday, February 22, 2026
Homeଓଡିଶାଯୁବକ ଉପରେ ୩ ଭାଲୁର ଆକ୍ରମଣ

ଯୁବକ ଉପରେ ୩ ଭାଲୁର ଆକ୍ରମଣ

କୋରାପୁଟ: କୋରାପୁଟ ଜିଲ୍ଲା ହାତିବାରୀ ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘରୁ ଫେରୁଥିବା ବେଳେ, ବାଟରେ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ । ସୌଭାଗ୍ୟ ବଶଃତ ଯୁବକ ଜଣଙ୍କ ବଞ୍ଚି ଯାଇଥିବା ବେଳେ ଗୁରୁତର ଆହତ ହୋଇଥିବା ନେଇ ସୂଚନା । ତେବେ ସୂଚନା ମୁତାବକ , କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ହାତିବାରୀ ପଞ୍ଚାୟତର ବେନେଙ୍ଗା ଗୁଡା ଗାଁରେ ଏମିତି ଘଟଣା ଘଟିଛି। ଆହତ ଯୁବକ ରାମଦାସ ପାଙ୍ଗିଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାମଦାସ ଶ୍ୱଶୁର ଘର କୋନା ଗାଁରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ୩ଟି ଭାଲୁ ଯୁବକଙ୍କୁ ଆକ୍ରମଣ କରିଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ଯୁବକ ଜଣଙ୍କ ଭାଲୁମାନଙ୍କ ସହ ସଂଘର୍ଷ କରିଥିବା ନେଇ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking