ବ୍ୟୁରୋ : ମୋ ବସ ଏମ୍ଡି ହାଇକୋର୍ଟରେ ହାଜର ହୋଇଛନ୍ତି । ବେପରୁଆ ଗାଡି ଚାଳନା ସମ୍ପର୍କରେ ଶୁଣାଣି କରିଛନ୍ତି । କ୍ରୁଟ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ଅସନ୍ତୋଷ ଦେଖାଦେଇଛି। କୋର୍ଟ କହିଛନ୍ତି , ଚାଳକଙ୍କ ମଦ୍ୟପାନ ଯାଞ୍ଚ ହେଉଛି କି ନାହିଁ ? ଦୁର୍ଘଟଣା ରୋକିବା ପାଇଁ କଣ ପଦକ୍ଷେପ ନେଇଛି ।
https://www.youtube.com/watch?v=2YEIc_I23Zg