29.1 C
Bhubaneswar
Monday, February 2, 2026
Homeଓଡିଶାରୋଗୀ ଉପରେ ଡାକ୍ତରର ଅତ୍ୟାଚାର

ରୋଗୀ ଉପରେ ଡାକ୍ତରର ଅତ୍ୟାଚାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ରୋଗୀଙ୍କ ପ୍ରେସକ୍ରିପସନ ଚିରି ଡାକ୍ତର ମାରି ଗୋଡ଼ାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବି । ଘଟଣାକୁ ନେଇ କାଲି ରାତିରେ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ବେଳେ ସମସ୍ତେ ନିଜାଏର ସ୍ୱାସ୍ଥ୍ୟ ସମସ୍ୟା ନେଇ ଭଲ ହେବା ପାଇଁ ହସ୍ପିଟାଲ କୁ ଯାଇଥାନ୍ତି ଏବଂ ଡାକ୍ତରଙ୍କ ଉପରେ ବିଶ୍ୱାସ ଆଉ ଭରସା ନେଇ ନିଜର ରୋଗ ଜନିତ ସମସ୍ୟାକୁ ଜଣାଇଥାନ୍ତି ହେଲେ ଆଜି ସେଇ ରୋଗୀ ଉପରରେ ଡାକ୍ତର ଖରାପ ବ୍ୟବହାର ସହିତ ଅତ୍ୟାଚାର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking