27.1 C
Bhubaneswar
Sunday, October 27, 2024
Homeଓଡିଶାସରପଞ୍ଚ ମାନବିକତା ଦେଖାଇଲେ ବାତ୍ୟା ଆଶ୍ରୟ ସ୍ଥଳୀ ସଫା କଲେ

ସରପଞ୍ଚ ମାନବିକତା ଦେଖାଇଲେ ବାତ୍ୟା ଆଶ୍ରୟ ସ୍ଥଳୀ ସଫା କଲେ

ଯାଜପୁର: ବାତ୍ୟା ଆଶ୍ରୟ କେନ୍ଦ୍ର ସୁଜନପୁର ଆଞ୍ଚଳିକ ମହାବିଦ୍ୟାଳୟ କୁ ସଫା କଲେ ସୁଜନପୁର ସରପଞ୍ଚ ଶ୍ରୀମତୀ ବିଷ୍ନୁପ୍ରିୟା ମହାକୁଡ଼ ଓ ତାଙ୍କ ଟିମ ଓ ସମିତି ସଭ୍ୟ ନାରାୟଣ ଜେନା ଏହି ମହତ କାର୍ଯ୍ୟ ରେ ସାମିଲ୍ ହେଲେ। ଏହି ଆଶ୍ରୟ କେନ୍ଦ୍ରରେ ଆଶ୍ରୟ ନେଇ ଥିବା ଲୋକ ମାନେ ପରିତ୍ୟାଗ କଲା ପରେ କଲେଜ ପରିସର ଅପରିଷ୍କାର ହୋଇ ପଡି ଥିଲା l କଲେଜ କୁ ସଫା କରିବା ସହ ପରିବେସ କୁ ସୁସ୍ଥ ରଖିବା ପାଇଁ ସରପଞ୍ଚ ଓ ସେମିତି ମେମ୍ବର ଓ ତାଂକ ଟିମୀ ଅଣ୍ଟା ଭିଡିଛନ୍ତି ଲକଲଜ ପରିସରକୁ ସଫା ସୁତୁରା କରିଚନ୍ତି। ଜନ ପ୍ରତିନିଧି ହୋଇ ଥିବାରୁ ସେମାଙ୍କ ପ୍ରମୁଖ ଦାଇତ୍ୱ ବୋଲି ଶ୍ରୀମତୀ ମହାକୁଡ଼ କୁହନ୍ତି ଏହି କାର୍ଯ୍ୟ ଅନ୍ୟ ମାନଙ୍କୁ ପାଇଁ ଉଦlରଣ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking