29.1 C
Bhubaneswar
Friday, September 18, 2026
Homeଓଡିଶାସୋମବାର ସର୍ବଦଳୀୟ ବୈଠକ

ସୋମବାର ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ସୋମବାର ବସିବ ବିଧାନସଭା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ସେପ୍ଟେମ୍ବର୨୨ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି । ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ବିରୋଧାୀ ଶାସକଙ୍କ ମଧ୍ୟରେ ଆଲୋଚନା ହେବ । ଏହି ଅଧିବେଶନରେ ୯ଟି କାର୍ଯ୍ୟ ଦିବସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking