29.1 C
Bhubaneswar
Wednesday, October 23, 2024
Homeଓଡିଶାସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ , କେନ୍ଦ୍ରାପଡାର କିଛି ଅଂଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ । ପାରାଦୀପ ରାଡ଼ାର ତଥ୍ୟରୁ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା । ବାତ୍ୟା ପ୍ରଭାବରେ ଧାମରା , ପାରାଦୀପରେ ବର୍ଷା ଆରମ୍ଭ । ଆକାଶରେ ଘୋଟିଆସୁଛି କଳା ହାଣ୍ଡିଆ ମେଘ । ପାରାଦୀପ , ଧାମରା , ରାଜନଗରେ ପ୍ରବଳ ବର୍ଷା । ଧାମରାରେ ବର୍ଷା ସହ ପବନ ଓ ପାରାଦୀପରେ ପରିବେଶ ମେଘାଚ୍ଛନ। କେନ୍ଦ୍ରାପଡା ଓ ରାଜନଗରେ ମଧ୍ୟ ବର୍ଷା ଆରମ୍ଭ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking