29.1 C
Bhubaneswar
Friday, September 18, 2026
Homeଓଡିଶାପରିବହନ ବିଭାଗରେ ଅତିରିକ୍ତ ସଚିବ ଗିରଫ

ପରିବହନ ବିଭାଗରେ ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର: ପରିବହନ ବିଭାଗରେ ଅତିରିକ୍ତ ସଚିବ ଗିରଫ । ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କଲା କଲା ଖାରବେଳନଗର ପୋଲିସ । ସହକର୍ମୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଧାରରେ ଗିରଫ । ଅଧା ରାତିରେ ମହିଳାଙ୍କ ଘରକୁ ଯାଇ ହଙ୍ଗାମା ସହ ଅସାଦାଚରଣ ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking