29.1 C
Bhubaneswar
Tuesday, October 22, 2024
Homeଓଡିଶା୨୩ ରୁ ୨୫ କଲେଜ ବନ୍ଦ

୨୩ ରୁ ୨୫ କଲେଜ ବନ୍ଦ

ଭୁବନେଶ୍ୱର: ବାତ୍ୟା ପାଇଁ ୨୩ ରୁ ୨୫ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଏସଆରସି ଙ୍କ ନିର୍ଦେଶ । ୧୪ ଜିଲ୍ଲାରେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ନିର୍ଦେଶ । ଗଂଜାମ, ପୁରୀ , ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ , ଢେଙ୍କାନାଳ, କେନ୍ଦୁଝର, ଯାଜପୁର , ଅନୁଗୁଳ, ଖୋର୍ଦ୍ଧା , ନୟାଗଡ଼ , କଟକ ଜିଲ୍ଲାରେ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking