21.1 C
Bhubaneswar
Wednesday, February 11, 2026
Homeଓଡିଶାଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୧୮ ଓଏଏସ୍‌ଙ୍କ ବଦଳି

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୧୮ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟରେ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍‌ଙ୍କର ବଦଳି ହୋଇଛି । ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି।

କାଶୀପୁର, କୃଷ୍ଣପ୍ରସାଦ, ନରସିଂହପୁର, ଓଡ଼ପଡ଼ା, ରଣପୁର, ନର୍ଲା, ଚିକିଟି, ପୁରୁଷୋତ୍ତମପୁର, ବ୍ରହ୍ମଗିରି, ମୋରଡ଼ା, ଚକାପାଦ, ମହାକାଳପଡ଼ା, ସୁକିନ୍ଦା, ବରଗଡ଼, କାଶୀନଗର, ଚିଲିକା, ମୋହନା, ବିଶୋଇ, କୁଚିଣ୍ଡା, ଆଠମଲ୍ଲିକ, ଚାନ୍ଦବାଲି, ବିଜାତଳା, ଖଣ୍ଡପଡ଼ା, ନାରାୟଣପାଟଣା, ଆସିକା, ଫୁଲବାଣୀ, ଚମ୍ପୁଆ, ସାରସକଣା, ଖଲ୍ଲିକୋଟ, ସବ୍‌ଡେଗା, ଗଞ୍ଜାମ, ଭେଡେନ, ପୁଇଁତଳା, ବାଙ୍ଗିରିପୋଷୀ, ଅମ୍ବାଭୋନା, କେ.ନୂଆଗାଁ, ଭଟଲି, ସୋନପୁର, ଟାଙ୍ଗରପାଲି, ଅତାବିରା, ମାନେଶ୍ୱର, ରାମନାଗୁଡ଼ା, ନନ୍ଦାହାଣ୍ଡି, ସତ୍ୟବାଦୀ, ଅନୁଗୁଳ, କପ୍ତିପଦା, କଣାସ, କୁଜଙ୍ଗ, ଭୋଗରାଇ, ଖୁଣ୍ଟା, ନୀଳଗିରି, କୁଳିଅଣା, କୁଡୁମୁଲୁଗୁମ୍ମା, ମାଲକାନଗିରି, ପଦ୍ମପୁର, ପୋଲସରା, ନୂଆଗାଁ, ଗରଦପୁର, ରାୟଗଡ଼ା, ବୋଲଗଡ଼, ଲଖନପୁର, ବାରକୋଟ, ହାଟଡିହି, ବରୀ, ଭୁବନେଶ୍ୱର, ବାଲିଆପାଳ, ଲାଠିକଟା ଓ ତୁଷୁରା ପ୍ରମୁଖ ତହସିଲରେ ତହସିଲଦାର ବଦଳିଛନ୍ତି । ତେଲକୋଇ, ମାହାଙ୍ଗା, ତିଳେଇବଣି, ଅମ୍ବାଭୋନା ପ୍ରମୁଖ ବିଡିଓ ବଦଳି ହୋଇଛନ୍ତି । ଏହାବାଦ୍‌ ବିଭିନ୍ନ ସ୍ଥାନରେ ଡେପୁଟି କଲେକ୍ଟର, ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking