26.1 C
Bhubaneswar
Sunday, October 6, 2024
Homeଓଡିଶାସୁଭଦ୍ରା ଯୋଜନା : ପୁଣି ଆସିବ ୧ ଟଙ୍କା

ସୁଭଦ୍ରା ଯୋଜନା : ପୁଣି ଆସିବ ୧ ଟଙ୍କା

ଭୁବନେଶ୍ୱର : ଆସନ୍ତା ୯ରେ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ । ଏଥର ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । ଟଙ୍କା ପଠାଇବା ନେଇ ପ୍ରକ୍ରିୟା ଆରମ୍ଭ । ଖୁବଶୀଘ୍ର ହିତାଧିକାରୀଙ୍କ ଖାତାକୁ ଯିବ ୧ ଟଙ୍କା । ପୂର୍ବଭଳି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମେ ୧ ଟଙ୍କା ପଠାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking