17.1 C
Bhubaneswar
Wednesday, February 11, 2026
Homeଓଡିଶା୨୦ ଲକ୍ଷ ଟଙ୍କାର ବାଣ ଜବତ

୨୦ ଲକ୍ଷ ଟଙ୍କାର ବାଣ ଜବତ

ରାଉରକେଲା : ୨୦ ଲକ୍ଷ ଟଙ୍କାର ବାଣ ଜବତ । ରାଉରକେଲା ସହରର ଡେଲି ମାର୍କେଟରୁ ପୁଲିସ ରବିବାର ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏକ ବାଣ ଗୋଦାମରେ ବେଆଇନ ଭାବେ ଏସବୁ ବାଣ ଗଚ୍ଛିତ ରହିଥିଲା। ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ସେଠାରେ ଚଢ଼ାଉ କରି ବାଣ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୨ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପାର୍ବଣ ସାଙ୍ଗକୁ ଆଗକୁ ଦୀପାବଳି ଆସୁଥିବାରୁ ବାଣ ବ୍ୟବସାୟୀ ସକ୍ରିୟ ହୋଇପଡ଼ିଛନ୍ତି। ହେଲେ ବାଣ ଗଚ୍ଛିତ ରଖିବା ଏବଂ ଦୋକାନ ଖୋଲିବାରେ ନିୟମାବଳୀ ରହିଥିବାବେଳେ ତାହାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking