21.1 C
Bhubaneswar
Thursday, February 12, 2026
Homeଅପରାଧଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା

ଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା

ନୂଆଦିଲ୍ଲୀ : ଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା । ଜୋତପୁର ସ୍ଥିତ କାଳିନ୍ଦୀକୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଡାକ୍ତର ଜଣଙ୍କ ହେଲେ ଯାବେଦ ହୋଇଥିବା ବେଳେ କାହିଁକି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଆହତ ଅବସ୍ଥାରେ ଦୁଇ ଜଣ ଦୁର୍ବୃତ୍ତ ମେଡିକାଲକୁ ଆସିଥିଲେ। ଏହା ପରେ ଡ୍ରେସିଂ କରି ଡାକ୍ତରଙ୍କୁ ଭେଟିବାକୁ କହି କ୍ୟାବିନକୁ ଯାଇଥିଲେ। ସେଠାରେ ୨ଜଣ ଯୁବକ ଡାକ୍ତରଙ୍କୁ ଗୁଳି କରିଥିବା ସୂଚନା ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking