28.1 C
Bhubaneswar
Saturday, October 5, 2024
Homeଓଡିଶାମୋର ଇସ୍ତଫା ଦେବାର ନାହିଁ: ସୁଜାତା

ମୋର ଇସ୍ତଫା ଦେବାର ନାହିଁ: ସୁଜାତା

ଭୁବନେଶ୍ୱର: ବୁଧବାର ବିଜେଡି ନେତା ପ୍ରଣବପ୍ରକାଶ ଦାସ ଯାଜପୁରରୁ ପୁଣି ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିବାବେଳେ ଗୁରୁବାର ଯାଜପୁର ବିଧାୟିକା ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୋର ଇସ୍ତଫା ଦେବାର ନାହିଁ । ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବପ୍ରକାଶ ଉପନିର୍ବାଚନ ଲଢିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏଯାଏଁ ଆସିଛି, ସେମାନେ ଏକଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ । ମୁଁ ଇସ୍ତଫା ଦେବି ବୋଲି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ ବୋଲି କହିଛନ୍ତି, ଉପନିର୍ବାଚନରେ ନୁହେଁ ବୋଲି ସୁଜାତା ସାହୁ କହିଛନ୍ତି ।

ବିଜେପିକୁ ବିଜେଡିର ପାଲଟା ଆକ୍ରମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking