13.1 C
Bhubaneswar
Sunday, December 7, 2025
Homeଓଡିଶାରଛି ପୁର ଗ୍ରାମରେ ଜାଗା ବlଡ଼ିକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ

ରଛି ପୁର ଗ୍ରାମରେ ଜାଗା ବlଡ଼ିକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ

ଯାଜପୁର : ଯାଜପୁରରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମରେ ଜାଗାବାଡ଼ି କୁ ନେଇ ଗୋଷ୍ଟି ସଂଘର୍ଷ ଉପୁଜିଛି ଉଭୟ ଗୋଷ୍ଟି ଗୁରୁ ତର ଆହାତ ହୋଇଛନ୍ତି ସେମାନଂକୁ ଚିକିତ୍ସା ପାଇଁ ଯାଜପୁର ରୋଡ ଗୋଷ୍ଟୀ ସ୍ୱlସ୍ତ କେନ୍ଦ୍ରରେ ଭର୍ତ୍ତି କାରା ଯାଇଛି l ଜଣ ଙ୍କ ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ସଦମହକୁମା ହସ୍ପିଟାଲ କୁ ସ୍ତନlସ୍ତରିତ କାରା ଯାଇଚି l ଉଭୟ ପକ୍ଷ ଯାଜପୁରରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣକର ବେକରେ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ଯାଜପୁର ଜିଲା ଚିକିତ୍ସାଳୟକୁ ଡାକ୍ତର ରେଫର କରିଛନ୍ତି | ଘଟଣା ସ୍ଥଳରେ ଯାଜପୁରରୋଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking