28.1 C
Bhubaneswar
Thursday, September 19, 2024
Homeଓଡିଶାସେନା-ପୁଲିସ କଳି : ରିପୋର୍ଟ ମାଗିଲା ଏନସିଡବ୍ଲୁ

ସେନା-ପୁଲିସ କଳି : ରିପୋର୍ଟ ମାଗିଲା ଏନସିଡବ୍ଲୁ

ଭୁବନେଶ୍ୱର : ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଘଟଣା । ରିପୋର୍ଟ ମାଗିଲା ଏନସିଡବ୍ଲୁ (ନ୍ୟାସନାଲ କମିସନ ଫର୍ ଓମେନ) । ସିଆଇଡିକୁ ରିପୋର୍ଟ ମାଗିଲା ଏନସିଡବ୍ଲୁ । ଆଜି ରିପୋର୍ଟ ଦେବ କ୍ରାଇମବ୍ରାଞ୍ଚ । ଏପଟେ ଯୁବତୀଙ୍କ ହେବ ବୟାନ ରେକର୍ଡ । ସାମ୍ନାକୁ ଆସିଛି ହସ୍ପିଟାଲରେ ଯୁବତୀଙ୍କ ପ୍ରଥମ ଭିଡିଓ । ଥାନାରେ ଥାର୍ଡ ଡିଗ୍ରୀ ପରେ ହସ୍ପିଟାଲର ପ୍ରଥମ ଭିଡିଓ ଆସିଲା । ଯୁବତୀଙ୍କ ଦେହରେ ରହିଛି ଏକାଧିକ ଆଘାତ ଚିହ୍ନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking