28.1 C
Bhubaneswar
Thursday, September 19, 2024
Homeଓଡିଶା ଜମି ପାଇଁ ବୋମାମାଡ, ୮ ଗିରଫ

 ଜମି ପାଇଁ ବୋମାମାଡ, ୮ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁନେଶ୍ୱରରେ ଜମି ପାଇଁ ବୋମାମାଡ ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସହ ୮ ଜଣଙ୍କୁ ବାନ୍ଧିଲା ପୁଲିସ । ୪ ଜୀବନ୍ତ ବୋମା ସହ ମୋଟର ସାଇକେଲ ଜବତ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିଲା ଏହି ବୋମାମାଡ । ବିଲ୍‌ଡରଙ୍କୁ ଡରାଇବା ପାଇଁ ହୋଇଥିଲା ଏହି ବୋମାମାଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking