28.1 C
Bhubaneswar
Thursday, September 19, 2024
Homeଓଡିଶା୧୮ରୁ ଆରମ୍ଭ ଯୁକ୍ତ ଦୁଇ ଫର୍ମ ପୂରଣ

୧୮ରୁ ଆରମ୍ଭ ଯୁକ୍ତ ଦୁଇ ଫର୍ମ ପୂରଣ

ଭୁବନେଶ୍ୱର : ଯୁକ୍ତ ୨ ଫର୍ମ ଫିଲଅପ ପାଇଁ ଧାର୍ଯ୍ୟ ହେଲା ଦିନ । ଆସନ୍ତା ୧୮ ତାରିଖରୁ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ ହେବ । ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜୋରିମାନା ଦେୟରେ ଫର୍ମ ଫିଲଅପ୍ କରିହେବ । ତେବେ ଅକ୍ଟୋବର ୪ ତାରିଖରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ନଭେମ୍ବର ୧୧ ତାରିଖରୁ ୧୮ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୬୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking