30.1 C
Bhubaneswar
Thursday, September 19, 2024
Homeଓଡିଶା୧୦ ବର୍ଷରେ ୫୫ ବାଘ ମୃତ

୧୦ ବର୍ଷରେ ୫୫ ବାଘ ମୃତ

ଭୁବନେଶ୍ୱର : ୧୦ ବର୍ଷରେ ୪୮ କଲରାପତରଆ ଓ ୭ ମହାବଳ ବାଘଙ୍କ ମୃତ୍ୟୁ । ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାରୀଙ୍କ ହାତରେ ୨୫ଟି ଓ ବିଦ୍ୟୁତ ଆଘାତରେ ୪ ବାଘ ମୃତ । ଦୁର୍ଘଟଣାରେ ୫ ଓ ନଦୀନାଳରେ ବୁଡିି ୬ ବାଘଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking