ଭୁବନେଶ୍ୱର : ମଦମୃତ୍ୟୁକୁ ନେଇ ବିଧାନସଭାରେ ପ୍ରତିବାଦ । ବିଜେଡିର ପ୍ରତିବାଦ, ଗୃହ ମଧ୍ୟଭାଗରେ ହଟ୍ଟଗୋଳ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଇସ୍ତଫା ଦାବିରେ କକ୍ଷ ତ୍ୟାଗ କଲା ବିଜେଡି, କଂଗ୍ରେସ । ଗାନ୍ଧିମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ ।