27.1 C
Bhubaneswar
Saturday, August 22, 2026
Homeଓଡିଶାବ୍ଲୁ ଲେକ୍‌ରେ ବୁଡ଼ି ୨ ଛାତ୍ର ନିଖୋଜ

ବ୍ଲୁ ଲେକ୍‌ରେ ବୁଡ଼ି ୨ ଛାତ୍ର ନିଖୋଜ

ନୀଳଗିରି : ନୀଳଗିରି ମିତ୍ରପୁର ନିକଟ ବ୍ଲୁ ଲେକ୍‌ରେ ପୁଣି ଅଘଟଣ । ପାଣିରେ ବୁଡ଼ି ୨ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର । ଉଭୟ ଫକୀର ମୋହନ କଲେଜର ଛାତ୍ର ହୋଇଥିବା ଜଣାପଡ଼ିଛି ।୩ ଜଣ ଛାତ୍ର ବ୍ଲୁ ଲେକ୍ ବୁଲିବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ତେବେ ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking