29.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶମନରେଗାକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା: ‘ହିତକର ଯୋଜନା’ କହିଲେ ଖଣ୍ଡପୀଠ

ମନରେଗାକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା: ‘ହିତକର ଯୋଜନା’ କହିଲେ ଖଣ୍ଡପୀଠ

ନୂଆଦିଲ୍ଲୀ : MGNREGA ବା ମନରେଗାକୁ ଏକ ଭଲ, ପ୍ରଭାବଶାଳୀ ଯୋଜନା ଭାବେ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ । ଏହି ଯୋଜନାକୁ ଏକ ତିନିଜଣିଆ ବିଚାରପତିଙ୍କ ପୀଠ ପ୍ରଶଂସା କରିଛନ୍ତି। ଏବେ MGNREGA ଯୋଜନା ଭିବି-ଜି-ରାମଜି ଯୋଜନା ଭାବେ କାର୍ଯ୍ୟକାରୀ ହେଉଛି । ଏହାକୁ ଏକ ‘ହିତକର ଯୋଜନା’ ବୋଲି କୋର୍ଟ କହିଛନ୍ତି । ଏହା କୌଣସି ମାଗଣା ଉପହାର ବା ଫ୍ରିବି କିମ୍ବା ଗ୍ରାମୀଣ ଶ୍ରମିକମାନଙ୍କର ଶୋଷଣ ନୁହେଁ ବୋଲି କୋର୍ଟ କହିଛନ୍ତି ।ମନରେଗା ଯୋଜନାରେ ଶ୍ରମିକମାନଙ୍କର ଯେଉଁ ସବୁ ମଜୁରୀ ଦେବାରେ ବିଳମ୍ବ ହୋଇଛି, ସେହି ବାକି ଟଙ୍କା ସହିତ ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଥିଲା । ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ପାଇଁ କାମ ପାଇବାର ସାମ୍ବିଧାନିକ ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅଧୀନରେ ଏକ ‘ମୌଳିକ ଅଧିକାର’ ଭାବେ ମାନ୍ୟତା ଦିଆଯାଉ ବୋଲି ମଧ୍ୟ ଆବେଦନ  ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking