27.1 C
Bhubaneswar
Thursday, April 2, 2026
Homeଓଡିଶାମହଙ୍ଗା ମାଡରେ କଲବଲ ଖାଉଟି : ଆଳୁକୁ ତାଳ ଦେଇ ବଢିଲା ପିଆଜ ଦର

ମହଙ୍ଗା ମାଡରେ କଲବଲ ଖାଉଟି : ଆଳୁକୁ ତାଳ ଦେଇ ବଢିଲା ପିଆଜ ଦର

ଭୁବନେଶ୍ୱର : ବଢିଲା ପିଆଜ ଦର। ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ଚିନ୍ତା ବଢାଇଛି। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବା ବେଳେ ଆଗକୁ ଦରବୃଦ୍ଧି ଆଶଙ୍କା ରହିଛି। ବଜାରରେ ଆଳୁ ଆଉ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ।

ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ପିଆଜ ଦର ଆଉ ଆଗକୁ ପୁଣି ବଢିବାର ଆଶଙ୍କା ଦେଖାଦେଇଥିବା ବେଳେ ଗ୍ରାହକ ଯେତେବେଳେ ଦୁଇ ତିନି କିଲୋ ଆଳୁ କିଣି ଘରକୁ ନେଉଥିଲେ ଏବେ କମାଇଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking