35.1 C
Bhubaneswar
Thursday, March 26, 2026
Homeଓଡିଶାଓଡ଼ିଶା କଂଗ୍ରେସ ଷ୍ଟିୟରିଂ କମିଟି ଗଠନ

ଓଡ଼ିଶା କଂଗ୍ରେସ ଷ୍ଟିୟରିଂ କମିଟି ଗଠନ

ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା କଂଗ୍ରେସ ଷ୍ଟିୟରିଂ କମିଟ । ଷ୍ଟିୟରିଂ କମିଟ ଗଠନ କଲା ଏଆଇସିସି । ପିସିସି ସଭାପତି ଘୋଷଣା ପୂର୍ବରୁ କମିଟି ଗଠନ । ଏହି କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି ।
୧) ଡ. ଅଜୟ କୁମାର – ଅଧ୍ୟକ୍ଷ
୨) ଶ୍ରୀକାନ୍ତ ଜେନା
୩) ରାମଚନ୍ଦ୍ର କାଡାମା
୪) ଜୟଦେବ ଜେନା
୫) ସପ୍ତଗିରୀ ଉଲାକା
୬) ଅଶୋକ ଦାସ
୭) ଭକ୍ତ ଚରଣ ଦାସ
୮) ଅନନ୍ତ ପ୍ରସାଦ ସେଠୀ
୯) ମହମ୍ମଦ ମୋକିମ
୧୦) ବିଶ୍ୱ ରଞ୍ଜନ ମହାନ୍ତି
୧୨) ବଳଭଦ୍ର ମାଝୀ
୧୩) ସସ୍ମିତା ବେହେରା
୧୪) ମହମ୍ମଦ ଶାହାନୱାଜ୍ ଚୌଧୁରୀ – ଏଆଇସିସି ଆବାହକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking